ସ୍ମୃତି ଝରେ ଯେବେ
ଲେଖେ କବିତା....
ଅସରାଏ ଲୁହ
ବରଷା ଛିଟା...
ମନ ର ବେଦନା
କୋଇଲି ସୂର
ଛାତି ତଳ କୋହ
ଝୁରେ ସାଗର |
ଲେଖେ କବିତା....
ଅସରାଏ ଲୁହ
ବରଷା ଛିଟା...
ମନ ର ବେଦନା
କୋଇଲି ସୂର
ଛାତି ତଳ କୋହ
ଝୁରେ ସାଗର |
ସ୍ମୃତି ଝରେ ଯେବେ
ଲେଖେ କବିତା.... ଅସରାଏ ଲୁହ ବରଷା ଛିଟା... ମନ ର ବେଦନା କୋଇଲି ସୂର ଛାତି ତଳ କୋହ ଝୁରେ ସାଗର |
2 Comments
ଭାରି ଅବୁଝା ତ ନିରବତା ମୋର,
ହାତ ଠାରି ସଦା ଶୁନ୍ୟତା କୁ ଡାକେ, ତୁମ ସ୍ମ୍ରୁତି ଟା ବି ଭାରି ଅମାନିଆ. ରହେ ସିଏ ସଦା ଶୁନ୍ୟତା ର ବୁକେ | ତୁମେ ବି ତ କେବେ କିଛି ବୁଝ ନାହିଁ, ସ୍ମ୍ରୁତି ହାତ ଧରି ଚାଲି ଚାଲି ଆସ, ମୁଁ ମୋର ହାତ ବଢାଇବା ବେଳେ ସପନ ସରଈ, ଶୁଣେ ଖାଲି ହସ | ହସ ଟା ତ ତୁମ ଖିଲି ଖିଲି, ରୂପ ଦେଖିଥିଲି କେବେ ଆଜି ମନେ ନାହିଁ, ଆଜି ଆଉ ଥରେ ଦେଖିବାକୁ ଗଲେ ଛବି ଯାହା ଦିଶେ, ରୂପ ତୁମ ନାହିଁ | ସପନ ଦେଖିବ ମନା......
ଆଖି ତଳେ ଲୁଚିଥିବା ଲୁହ କୁ ଝରିବା ମନା | ଚିନ୍ହା ମୁହଁ ଟି କୁ ଚାହିଁବା ମନା, ମନ ର ଆଶା କୁ କହିବା ମନା...... ଛାତି ତଳେ ଫୁଟିଥିବା କୋହ କୁ ଉଠିବା ମନା | ତମସା ରେ ଦୀପ ଜାଳିବା ମନା, ତ୍ରୁଷାତୁର ଦିନେ ପାଣି ବି ମନା.... ଓଠୋ ଧାରେ ଚୁନା ଚୁନା ହସ କୁ ଧରିବା ମନା | ସପନ ଦେଖିବା ମନା........... ସ୍ମୃତି ତୁମେ ମୋର
ଜ୍ୟୋତି ଜୀବନ ର ଜିବନ ର ଚଲା ପଥ ଗଢା ଆଶା ନିରାଶା ର | ନିରାଶା ର ନିଶା କାଳେ ଆଶା ର ମୁଁ ଦୀପ ଜାଳେ କିଛି ଦୀପ ଲିଭି ଯାଏ କିଛି ଦୀପ ହଜି ଯାଏ, ତଥାପି ତ ଜଳୁଛି ମୋ ଦୀପ କିଛି ସପନର | ଆଜି ଅନେକ ଦିନ ପରେ....
କବିତା ଟେ ଲେଖିବାକୁ ଇଛା ହୁଏ | କିଛି ଆଶା, କିଛି ସ୍ମୃତି... ଗଲାଦିନ ଅନୁଭୁତି... ସକାଳ, ସଂଜ ଓ ରାତି ଲେଖିବାକୁ ଇଛା ହୁଏ | ଯେତେ ଖୁସି ପାଇଛି ମୁଁ, ଏଇ ଭରା ଜଗତେ... ଲୁହ ଯେତେ ବୋହିଛି ମୋଁ ଜୀବନ ଚଲାପଥେ..... ସେଇ ସବୁ ଲେଖିବାକୁ ଇଛା ହୁଏ | ସ୍ଵପ୍ନ ଦେଖିବାକୁ ଚାହିଁ ଥିଲି ମୁହିଁ
ବୁଜି ବାକୁ ଟିକେ ଆଖି.... ସ୍ଵପ୍ନ ଆସିଗଲା ନିଜ ବାଟେ ଖାଲି ଅନ୍ଧାର ରହିଲା ବାକି ||| ଅନ୍ଧାର ଭିତରେ ହଜିଯାଇଛି ମୁଁ ପାଉନି ଚାଲିବା ବାଟ.... ଆକାଶେ ନାହିଁ ଜନ୍ହ କି ତାରା ଆଗ ରେ ରାତି ବିରାଟ ||| ବିଜନ ତ ନାହିଁ ସହର ବଜାର ତଥାପି ଆଜି ମୁଁ ଏକା... ଆଖି ବୁଜିଥିଲେ ସଭିଏଁ ଦିଶନ୍ତି ଖୋଲିଦେଲେ ବିଭିଶିକା ||| |
Authorପିଲାଟି ଦିନରୁ ମୁଁ ଓଡିଆ ରେ ଲେଖେ | ମୋତେ ଭଲ ଲାଗେ | ବୋଧ ହୁଏ ଏହା ମୋର ଗୋଟେ ନିଶା | ArchivesCategories |