Akhila Chandra Padhi
 
ସ୍ମୃତି ଝରେ ଯେବେ
ଲେଖେ କବିତା....
ଅସରାଏ ଲୁହ
ବରଷା ଛିଟା...
ମନ ର ବେଦନା
କୋଇଲି ସୂର
ଛାତି ତଳ କୋହ
ଝୁରେ ସାଗର  |